ଅଦାଲତ ‘ରିପୋର୍ଟିଙ୍ଗ୍‌’ରୁ ଗଣମାଧ୍ୟମକୁ ନିବୃତ୍ତ କରିହେବ ନାହିଁ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ବିଚାରପତିମାନଙ୍କ ମୌଖିକ ମନ୍ତବ୍ୟ ‘ରିପୋର୍ଟିଙ୍ଗ୍‌’ କରିବାରୁ ଗଣମାଧ୍ୟମକୁ କ୍ଷାନ୍ତ କରାଯାଉ ବୋଲି ଭାରତର ନିର୍ବାଚନ କମିସନ୍‌ କରିଥିବା ଆବେଦନକୁ ଆଜି ସୁପ୍ରିମ୍‌ କୋର୍ଟ ଖାରଜ କରିଛନ୍ତି। ମାଡ୍ରାସ୍‌ ହାଇକୋର୍ଟଙ୍କ ‘ନକାରାତ୍ମକ’ ମନ୍ତବ୍ୟ ବିରୋଧରେ ନିର୍ବାଚନ କମିସନ୍‌ କରିଥିବା ଆବେଦନ ଉପରେ ଶୁଣାଣି କରି ସୁପ୍ରିମ୍‌ କୋର୍ଟ ରାୟ ଦେଇ କହିଛନ୍ତି, ଅଦାଲତର ବିଚାରଧାରା ‘ରିପୋର୍ଟିଙ୍ଗ୍‌’ କରିବାରେ ଗଣମାଧ୍ୟମ ଉପରେ କୌଣସି କଟକଣା ନାହିଁ। ଏହା ହେଉଛି ବାକ୍‌ ସ୍ବାଧୀନତା … Continue reading ଅଦାଲତ ‘ରିପୋର୍ଟିଙ୍ଗ୍‌’ରୁ ଗଣମାଧ୍ୟମକୁ ନିବୃତ୍ତ କରିହେବ ନାହିଁ: ସୁପ୍ରିମ୍‌ କୋର୍ଟ